ଢେଙ୍କାନାଳ: ୨ଟି ସ୍ଥାନରେ ୨ ଜଣଙ୍କୁ ଦଳିଦେଲା ହାତୀ; ଗଁଦିଆ ଥାନା ଦାମଦରନାଳି ଗାଁର ଜଣଙ୍କୁ ଦଳି ଦେଲା, ସେହିପରି ଚାଉଳିଆ ଗାଁର ଆଉ ଜଣେ ମଧ୍ୟ ହାତୀ ଆକ୍ରମଣରେ ମୃତ