ବ୍ରହ୍ମପୁର: ରମ୍ଭା ଅଞ୍ଚଳରେ ପୋଲିସ ଏନକାଉଣ୍ଟରେ ଦୁର୍ଦ୍ଦାନ୍ତ ଅପରାଧୀ ସନ୍ତୋଷ ବେହେରା ଆହତ,ସନ୍ତୋଷର ୨ଟି ଗୋଡ଼ରେ ବାଜିଛି ଗୁଳି, ମେଡିକାଲରେ ଭର୍ତ୍ତି