ରାଜ୍ୟ ସରକାରୀ କର୍ମଚାରୀ GPF ଉଠାଣ ପାଇଁ ଆବେଦନ କରିବାର ୩୦ ଦିନ ମଧ୍ୟରେ ଅର୍ଥ ମିଳିବା ନେଇ ନୂଆ ବ୍ୟବସ୍ଥା, ଜରୁରୀ ସ୍ଥିତିରେ ୧୦ ଦିନରେ ମିଳିବ ଟଙ୍କା