ଥେରୁବାଲି ଇମ୍ଫା ଆଗରେ ପୁଣି ଆନ୍ଦୋଳନକୁ ଦୁଃଖଦାୟକ କହିଲେ ଇମ୍ଫା କର୍ତ୍ତୃପକ୍ଷ;କହିଲେ,ସ୍ଥାନୀୟ ଲୋକଙ୍କ ସମସ୍ତ ଦାବି ପୂରଣ ପାଇଁ ଉଦ୍ୟମ ଆରମ୍ଭ ହୋଇଛି,ଲୋକେ ଦାବି କରୁଥିବା ଆମ୍ବୁଲାନ୍ସ ବୁକ୍ ହୋଇସାରିଛି, କିଛି ଗାଁର ଆଲୋକୀକରଣ ବ୍ୟବସ୍ଥା ପାଇଁ ସାମଗ୍ରୀ ପହଞ୍ଚି ସାରିଛି, ସ୍ଥାନୀୟ ସରପଞ୍ଚଙ୍କ ସହ ଆଲୋଚନା ପରେ ଆଲୋକୀକରଣ କାମ ହେବ

judge

Rakesh Mallick
  • Published: Wednesday, 27 June 2018
  • , Updated: 27 June 2018, 12:03 PM IST

Related story