IOCL ଟେକ୍ସ ବିବାଦ ନେଇ ଦିଲ୍ଲୀରେ ଚାଲିଥିବା ଓ୍ୱାର୍କିଂ ଗ୍ରୁପ୍ କମିଟି ବୈଠକ ପରେ ଓଡ଼ିଶା ମୁଖ୍ୟ ଶାସନ ସଚିବ ଆଦିତ୍ୟା ପାଢ଼ୀ କହିଲେ-ସକାରାତ୍ମକ ଆଲୋଚନା ହୋଇଛି