ଓଡ଼ିଶା କ୍ୟାଡରର ୫ ନୂଆ IPSଙ୍କୁ ନିଯୁକ୍ତି: ପଦ୍ମିନୀ ସାହୁ ବ୍ରହ୍ମପୁର ଏସ୍‌ଡିପିଓ, ଶର୍ବଣା ବିବେକ. ଏମ୍ ମାଲକାନଗିରି ଏସ୍‌ଡିପିଓ, କୁଶାଲକର ନୀତିନ ଡାଗଡୁ ବାଲିଗୁଡ଼ା ଏସ୍‌ଡିପିଓ, ପ୍ରତ୍ୟୁଷ ଦିବାକର ଜୟପୁର ଏସ୍‌ଡିପିଓ, ରାହୁଲ ଜୈନ ବଡ଼ବିଲ୍‌ ଏସ୍‌ଡିପିଓ ଭାବେ ନିଯୁକ୍ତି ପାଇଲେ