ଜଗତସିଂହପୁର ଥାନା ହାଜତରେ ଯୁବକଙ୍କୁ ମାଡ଼ ମାରିବା ଘଟଣା: ASI ରବି ସେନାପତି ଓ ଅନ୍ୟ ଜଣେ କର୍ମଚାରୀ ଶିବ ଜାନିଙ୍କୁ ନିଲମ୍ବନ କଲେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ; ଗତ ୧୨ ତାରିଖରେ ଏକ ମାମଲାରେ ଯୁବକଙ୍କୁ ଥାନାକୁ ଆଣିଥିଲା ପୁଲିସ୍, ଯୁବକଙ୍କୁ ପୁଲିସ୍ ନିସ୍ତୁକ ପିଟିଥିବା ଅଭିଯୋଗ ପରେ ଏସ୍‌ପିଙ୍କ କାର୍ଯ୍ୟାନୁଷ୍ଠାନ