୪ ଦଫା ଦାବିରେ ୩ ଦିନ ପାଇଁ ବସ୍ ଚଳାଚଳ ଓ ଅନ୍ୟାନ୍ୟ କାର୍ଯ୍ୟ ବନ୍ଦ ଡାକରା ଦେଲା ନିଖିଳ ଓଡ଼ିଶା ରାଜ୍ୟ ସଡ଼କ ପରିବହନ କର୍ମଚାରୀ ସଂଘ: ଜୟପୁର ଜୋନ୍‌ରେ ଚାଲୁଥିବା ୬୦ ବସ୍ ବନ୍ଦ, ଯାତ୍ରୀ ହନ୍ତସନ୍ତ