ସୋନିଆ ଗାନ୍ଧିଙ୍କ ରାତ୍ର ଭୋଜନକୁ ବିଜେଡି ନଯିବା ପ୍ରସଙ୍ଗ: ବିଜେଡି ସାଂସଦ କଳିକେଶ ସିଂହଦେଓଙ୍କ କହିଲେ- ଉଭୟ ବିଜେପି ଓ କଂଗ୍ରେସ ଠାରୁ ସମଦୂରତ୍ୱ ଅବଲମ୍ବନ କରୁଛୁ, ବିଜେଡିକୁ ଡକା ଯାଇଥିଲା କି ନାହିଁ ମୁଁ କହିପାରିବିନି, ୟୁପିଏ ଓ ଏନ୍‌ଡ଼ିଏର କୌଣସି ରାତ୍ରଭୋଜିକୁ ଯିବାର ପ୍ରଶ୍ନ ଉଠୁନି

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।