କାମାକ୍ଷାନଗର: ଅର୍ଥ ନ ଥବାରୁ ପୋଷ୍ଟମର୍ଟମ ପାଇଁ ପୁଅର ଶବ କାନ୍ଧରେ ବୋହିଲେ ପରିବାର ଲୋକେ, ସରକାରୀ ସହାୟତା ପାଇଁ ଘରୁ ଡାକ୍ତରଖାନା ନେଲେ ଶବ, କାଲି ରାତିରେ ପୁଅକୁ ଘରେ ସାପ କାମୁଡ଼ି ଦେଇଥିଲା