କେନ୍ଦ୍ରାପଡ଼ା ଗସ୍ତ ବେଳେ ଜଣେ ହୋମଗାର୍ଡ ସାଂସଦ ବୈଜୟନ୍ତ ପଣ୍ଡାଙ୍କ ଭିଡିଓ ସୁଟିଂକୁ ନେଇ ଆଶିଷ ପଣ୍ଡା କରିଥିବା ପ୍ରଶ୍ନ ଉପରେ ରିଟ୍ୱିଟ୍‌ କଲେ ସାଂସଦ: କହିଲେ- ମୁଁ ସୁରକ୍ଷା ମାଗିନି କି ଜାଣିନି କାହିଁକି ସେ ସୁଟିଂ କଲେ, ମୁଁ ସଂସଦୀୟ କ୍ଷେତ୍ର ଲୋକଙ୍କ ସହ ବୁଲୁଥିଲି, ଏହା ପୋଲିସ କାମ ନୁହେଁ, ତାଙ୍କୁ ନିର୍ଦ୍ଦେଶ ଦିଆଯାଇଥିବ