କେନ୍ଦୁଝର: ପଣ୍ଡାପଡ଼ା ଥାନା ଗୋହିଟାଙ୍ଗିରି ଗାଁରେ ପୁଅର କାଠଫାଳିଆ ମାଡ଼ରେ ବାପାର ମୃତ୍ୟୁ, ଘରୋଇ କଳହକୁ ନେଇ ବଚସା ପରେ ବାପାକୁ ହତ୍ୟା କଲା ପୁଅ, ଅଭିଯୁକ୍ତ ଅଟକ