କେନ୍ଦୁଝର: ଟାଉନ୍ ଥାନା ଜେଲ୍ ଛକ ନିକଟ ଡ୍ରେନ୍ ଭିତରୁ ପୂର୍ତ୍ତ ବିଭାଗ କିରାଣିଙ୍କ ମୃତଦେହ ଉଦ୍ଧାର; ମୃତଦେହ ପାଖରେ ଜୋତା ଓ ବାଇକ୍ ପଡ଼ି ରହିଛି, ମୃତ୍ୟୁର କାରଣ ଅସ୍ପଷ୍ଟ; ପୋଲିସର ତଦନ୍ତ ଜାରି