ଚିତ୍ରକୋଣ୍ଡା:ବିଚ୍ଛିନ୍ନାଞ୍ଚଳବାସୀଙ୍କ ଆନ୍ଦୋଳନ ଓ ଧାରଣା ପରେ ବଦଳିଲେ ପାପରମେଟ୍‌ଲା ଥାନାଧିକାରୀ ସୁନୀଲ ସ୍ୱାଇଁ; ଆଇଆଇସିଙ୍କ ନାଁରେ ଗୁଣ୍ଡାଗର୍ଦି ନେଇ ଲୋକେ ଅଭିଯୋଗ କରିଥିଲେ