ବରଗଡ଼: ମହୁଲପାଲ୍ଲୀ ଛକରୁ ୪୦ ଲକ୍ଷ ଟଙ୍କା ଜବତ, କାର୍‌ରେ ଟଙ୍କା ଚାଲାଣ ବେଳେ ଜବତ କଲା ପଦ୍ମପୁର ପୋଲିସ୍, କାର୍ ଚାଳକ ଅଟକ, ଟଙ୍କା କେଉଁଠିକୁ ଯାଉଥିଲା ସ୍ପଷ୍ଟ ହୋଇନି, ନିର୍ବାଚନ ପାଇଁ କାର୍ରେ ଟଙ୍କା ଯାଉଥିବା ସନ୍ଦେହ