ତଥାଗତଙ୍କ ସମ୍ପାଦନାରେ ପ୍ରକାଶିତ ସମ୍ପାଦକୀୟ ନେଇ ନବୀନ ପଟ୍ଟନାୟକ କହିଲେ- ଏନ୍‌ଡିଏ ଜଣେ ଖ୍ୟାତିନାମା ବ୍ୟକ୍ତିଙ୍କୁ ରାଷ୍ଟ୍ରପତି ପ୍ରାର୍ଥୀ କରିଥିବାରୁ ଆମେ ସମର୍ଥନ ଦେଇଛୁ