ଓଡ଼ିଶାରୁ ୧୭ କୋଟି ଟଙ୍କା ଠକି ନେଇଥିବା ରାଇଟମାକ୍ସ ଚିଟ୍‌ଫଣ୍ଡ ସଂସ୍ଥାର ଦୁଇ ନିର୍ଦ୍ଦେଶକଙ୍କୁ ୩ ବର୍ଷ ଜେଲ ଓ ୧୫,୦୦୦ ଟଙ୍କା ଜରିମାନା କଲେ ଭୁବନେଶ୍ୱର ସ୍ୱତନ୍ତ୍ର ଚିଟ୍‌ଫଣ୍ଡ କୋର୍ଟ