ପାରାଦୀପ: ୧୪୪ ଧାରା ସତ୍ତ୍ୱେ ଆଦାନୀ କମ୍ପାନୀ ଗେଟ୍ ସାମ୍ନାରେ ଶତାଧିକ ଶ୍ରମିକଙ୍କ ଆନ୍ଦୋଳନ, କମ୍ପାନୀରେ ପୁନଃ ନିଯୁକ୍ତି ଦାବିରେ ଅଡ଼ି ବସିଛନ୍ତି, ପୂର୍ବରୁ ଏମାନେ କାର୍ଗିଲ କମ୍ପାନୀରେ କାମ କରୁଥିଲେ,କିଛି ଦିନ ତଳେ କାର୍ଗିଲ କମ୍ପାନୀକୁ ଆଦାନୀ କିଣି ନେଇଛି