ଫୁଲବାଣୀ: ଖଜୁରୀପଡ଼ା ଅଞ୍ଚଳରେ ୮ ବର୍ଷର ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ; ଗାଧୋଉଥିବା ବେଳେ ୮ ବର୍ଷର ଶିଶୁକୁ ଟେକି ନେଇ ଦୁଷ୍କର୍ମ ଅଭିଯୋଗ, ଖଜୁରୀପଡ଼ା ଥାନାରେ ଏତଲା; ୫୫ ବର୍ଷୀୟ ଅଭିଯୁକ୍ତ ଅଟକ