ଅଧ୍ୟାପକଙ୍କ ମୂଲ୍ୟାୟନ ବର୍ଜନ ନିଷ୍ପତ୍ତି ଦୃଷ୍ଟିରୁ +୨ ଖାତା ଦେଖା ପ୍ରଭାବିତ ହୋଇଛି, ଦ୍ୱିତୀୟ ଦିନରେ ମାତ୍ର ୨୦ ପ୍ରତିଶତ ଖାତା ଦେଖା ହୋଇଛି ବୋଲି ଅଭିଯୋଗ ଆଣିଲା ମିଳିତ ମଞ୍ଚ