ଭୁବନେଶ୍ୱର: ଏୟାର ଓଡ଼ିଶା ଉପରେ କଟକଣା ଲଗାଇଲେ ଭୁବନେଶ୍ୱର ସିଭିଲ୍ କୋର୍ଟ, କୌଣସି ଅଂଶଧନ ବିକି ପାରିବନି କଂପାନୀ, ବ୍ୟାଙ୍କ ଆକାଉଣ୍ଟ ମଧ୍ୟ ଅପରେଟ୍ କରି ପାରିବନି