ରାଷ୍ଟ୍ରପତିଙ୍କ ଶ୍ରୀଜିଉ ଦର୍ଶନ ବ୍ୟବସ୍ଥାକୁ ନେଇ ସେବାୟତ ଅସନ୍ତୁଷ୍ଟ: ଅଭିଯୋଗ ଆଣିଲେ ଦାମୋଦର ମହାସୁଆର, କହିଲେ- କୌଳିକ ପଣ୍ଡାଙ୍କୁ ସେବା ସମ୍ପୂର୍ଣ୍ଣ କରିବାକୁ ଦିଆଗଲା ନାହିଁ, ପାଉଣା ନମିଳିବାରୁ ସେବାୟତ ଅସନ୍ତୁଷ୍ଟ ସୂଚନା, ସମସ୍ତ ଅଭିଯୋଗକୁ ଖଣ୍ଡନ କଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।