ଆଇନ ଶୃଙ୍ଖଳା ଦୃଷ୍ଟିରୁ ଭଦ୍ରକ ସହରରେ ୧୪୪ ଧାରା ବଳବତ୍ତର: ସହରର ସ୍ଥିତି ସ୍ୱାଭାବିକ, ଦୋକାନ ବଜାର ଖୋଲା; ସହରର ବିଭିନ୍ନ ଛକରେ ପୋଲିସ୍, ମୋଟ ୨୫ ପ୍ଲାଟୁନ୍ ଫୋର୍ସ ମୁତୟନ

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।