ରତ୍ନଭଣ୍ଡାରରେ ଜିସି ମିତ୍ର ପଡ଼ି ଯିବାରୁ ରକ୍ତ ଛିଟା ଲାଗିଛି, ମହାପ୍ରଭୁଙ୍କର ମହାସ୍ନାନ ହେବ, ବାହାର ଭଣ୍ଡାରରୁ ପାଣି ବାହାରୁଛି, ମରାମତି ଦରକାର: ବରିଷ୍ଠ ସେବାୟତ ଦାମୋଦର ପଧାନୀ