ଆଜି ଶ୍ରୀମନ୍ଦିରରେ ବାହାରି ପାରିବନି ବରାଦି ଅବଢ଼ା,ଆଜି ବି ଭକ୍ତ ଆନନ୍ଦ ବଜାରରେ ଅବଢ଼ାରୁ ବଞ୍ଚିତ ହେବେ, ନଷ୍ଟ ଅମୁଣିଆର କ୍ଷତିପୂରଣ ଦାବିରେ ସୁଆର ନିଯୋଗ ଅଟଳ,ଶ୍ରୀଜିଉଙ୍କ କୋଠ ଭୋଗ ପରେ ଭକ୍ତଙ୍କୁ ମିଳିଲା ଖିଚୁଡ଼ି ଭୋଗ