ପୁରୀ: ଶ୍ରୀମନ୍ଦିର ପରିଦର୍ଶନ କଲେ ଜଷ୍ଟିସ ରଘୁବୀର ଦାଶ; ରତ୍ନଭଣ୍ଡାର ଚାବି ବିବାଦ ନେଇ କରିବେ ତଦନ୍ତ, ସର୍କିଟ୍‌ ହାଉସ୍‌ରେ ତଥ୍ୟ ସଂଗ୍ରହ କରିବା ନେଇ ସୂଚନା, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ଜିଲ୍ଲାପାଳ ଓ ଏସ୍‌ପି ଙ୍କ ଠାରୁ ତଥ୍ୟ ନେବେ