ଶ୍ରୀଜିଉଙ୍କ ହାତୀ ବେଶ କାଢିବା ବେଳେ ବିଭ୍ରାଟ: ସିସିଟିଭି ଫୁଟେଜ୍‌ ଅନୁଧ୍ୟାନ କରାଯିବ, ତ୍ରୁଟିଥିଲେ କାର୍ଯ୍ୟାନୁଷ୍ଠାନ ହେବ ବୋଲି କହିଲା ମନ୍ଦିର ପ୍ରଶାସନ