ମହାସ୍ନାନ ଯୋଗୁଁ ଜ୍ୱରରେ ପଡ଼ିଥିବା ଶ୍ରୀଜିଉ ସୁସ୍ଥ ହେଲେ, ଶ୍ରୀନଅରରେ ପହଞ୍ଚି ଗଜପତି ମହାରାଜାଙ୍କୁ ସୁସ୍ଥ ହେବାର ଖବର ଦେଲେ ଦଇତାପତି ସେବାୟତ