ଗଜପତିଙ୍କ ଅଧ୍ୟକ୍ଷତାରେ ଶ୍ରୀମନ୍ଦିର ସଂସ୍କାର ପ୍ରସଙ୍ଗରେ ପରିଚାଳନା କମିଟିର ଗୁରୁତ୍ୱପୂର୍ଣ୍ଣ ବୈଠକ, ସୁପ୍ରିମ୍‌କୋର୍ଟଙ୍କ ୧୨ଟି ଆଦେଶରୁ ୩ଟି ଉପରେ ତର୍ଜମା ପାଇଁ ଗଠନ ହୋଇଛି କମିଟି, ଆବଶ୍ୟକ ହେଲେ ତର୍ଜମା ଲାଗି ଅଧିକ ସମୟ ପାଇଁ କୋର୍ଟଙ୍କୁ ପ୍ରାର୍ଥନା କରାଯିବ