ଭୁବନେଶ୍ୱର: ଗୋଠପାଟଣାରେ ହେବ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର ୨ୟ କ୍ୟାମ୍ପସ୍‌, ଏଥିପାଇଁ ୩୦ ଏକର ଜମି ଚହ୍ନଟ କରାଯାଇଥିବା ସୂଚନା ଦେଲେ ଉଚ୍ଚଶିକ୍ଷା ମନ୍ତ୍ରୀ ଅନନ୍ତ ଦାସ