ରାଉରକେଲା: ଅଜଣା ଗାଡ଼ି ଧକ୍କାରେ ଢ଼େଙ୍କାନାଳ କାଇମାଟି ପଞ୍ଚାୟତର ସରପଞ୍ଚ ମିତାଞ୍ଜଳି ସ୍ୱାଇଁଙ୍କ ମୃତ୍ୟୁ; ରାତିରେ ଫର୍ଟିଲାଇଜର ଟାଉନ ସ୍ଥିତ ବାପ ଘରକୁ ଯାଉଥିଲେ