ସମ୍ବଲପୁର: ଭିମ୍‌ସାର ନିର୍ଦ୍ଦେଶକ ଅଶ୍ୱିନୀ ପୂଜାରୀଙ୍କୁ ହତ୍ୟା ଧମକ; କେହି ଅଜଣା ବ୍ୟକ୍ତି ଫୋନ୍‌ରେ ଅଶ୍ଳୀଳ ଗାଳି ସହ ଧମକ ଦେଇଛନ୍ତି, ଏ ନେଇ ବୁର୍ଲା ଥାନାରେ ଅଭିଯୋଗ କଲେ ଅଶ୍ୱିନୀ ପୂଜାରୀ