ସମ୍ବଲପୁର ଜେଲରଙ୍କ ଚ୍ୟାମ୍ବରରୁ ୧୬ଲକ୍ଷ ଟଙ୍କା ମିଳିବା ଘଟଣାରେ ଡିଆଇଜି ପୂର୍ଣ୍ଣଚନ୍ଦ୍ର ଦଳାଇ ଓ ସୁମିତା ସରକାର କରିବେ ତଦନ୍ତ