ସମ୍ବଲପୁର: ପଣ୍ଡରିପାଲି ନିକଟ ହୀରାକୁଦ ଶାସନ କେନାଲରେ ୨୦ ଫୁଟ୍‌ର ଘାଇ, ଘାଇ ଭାଙ୍ଗି ଯିବାରୁ ଏକର ଏକର ଚାଷ ଜମିରେ ପାଣି ମାଡ଼ିଗଲା, ଜଳ ସେଚନ ବିଭାଗ ପକ୍ଷରୁ ମରାମତି କାମ ଆରମ୍ଭ ସୂଚନା