ଅନୁଗୋଳ: ବନ୍ତଳା SBI ଶାଖାରେ ପଶି ଚୋରି କଲେ ଦୁର୍ବୃତ୍ତ, ଷ୍ଟ୍ରଙ୍ଗରୁମ୍‌ରେ ଥିବା ଏକ ବାକ୍ସ ନେଇ ଯାଇଥିବା ଅଭିଯୋଗ, କେତେ ଟଙ୍କା ଚୋରି ହୋଇଛି ସ୍ପଷ୍ଟ ହୋଇନି