ସଚିବାଳୟରେ ସ୍କୁଲ, କଲେଜ ଶିକ୍ଷକ କର୍ମଚାରୀ ସଂଘକୁ ନେଇ ଆଲୋଚନା: ଉଚ୍ଚ ଶିକ୍ଷା, ଗଣ ଶିକ୍ଷା ମନ୍ତ୍ରୀ ଓ ୨ ବିଭାଗର ସଚିବ ଉପସ୍ଥିତ; ବିଭିନ୍ନ ଦାବିରେ ୧୨ ଦିନ ହେଲା ଆନ୍ଦୋଳନ କରୁଛି ସଂଘର ମିଳିତ ମଞ୍ଚ