ରାଇରଙ୍ଗପୁର: SDJM ରେ ଆତ୍ମସମର୍ପଣ କଲେ ଗୋରୁମହିଷାଣୀ ଲୁହାପଥର ଖଣିର ମାଲିକ ଜଗଦୀଶ ମିଶ୍ର ଓ ବାଦାମପାହାଡ଼ ଲୁହାପଥର ଖଣିର ମାଲିକ ରାଜକୁମାର ମିଶ୍ର