ସୋର: ATMରୁ ୧୧ ଲକ୍ଷ ୭ ହଜାର ଟଙ୍କା ଲୁଟ୍ ଅଭିଯୋଗ, ଉତ୍ତରେଶ୍ୱର ବ୍ୟାଙ୍କ ଅଫ୍ ଇଣ୍ଡିଆ ATMରୁ ଲୁଟ୍, ପ୍ରମାଣ ନଷ୍ଟ ପାଇଁ ATMକୁ ଜାଳି ଦେଇଛନ୍ତି ଦୁର୍ବୃତ୍ତ