କେରଳ ବନ୍ୟାରେ ଶତାଧିକ ଓଡ଼ିଆ ଫସି ରହିବା ଘଟଣା: ସ୍ୱତନ୍ତ୍ର ରିଲିଫ କମିଶନର ବିଷ୍ଣୁପଦ ସେଠୀ କହିଲେ- SRC ଅଫିସ୍ରେ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍ ଖୋଲାଯାଇଛି, ଓଡ଼ିଆଙ୍କୁ ସହାୟତା ପାଇଁ ଶ୍ରମ ବିଭାଗର ଏକ ଟିମ୍ ଯାଇଛି, ଓଡ଼ିଶା ଫେରିବାକୁ ଚାହୁଁଥିବା ଲୋକଙ୍କ ପାଇଁ ସ୍ୱତନ୍ତ୍ର ଟ୍ରେନ ବ୍ୟବସ୍ଥା ହୋଇଛି Edited By OdishaReporter Bureau | By Jitendra Garnayak Last updated Aug 20, 2018 Share ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।