ଓଡ଼ିଶାରେ ଲଘୁଚାପ ଜନିତ ବର୍ଷା ନେଇ ଏସ୍‌ଆର୍‌ସି କହିଲେ- ବିଭିନ୍ନ ସ୍ଥାନରେ ବର୍ଷା ହେଉଛି, ଆଉ ୨ରୁ ୩ ଦିନ ଲାଗି ରହିବ, କୌଣସି ସ୍ଥାନରେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇନି, ଯେଉଁଠି କ୍ଷୟକ୍ଷତି ହୋଇଛି, ରିପୋର୍ଟ ଆସିବା ପରେ କ୍ଷତିପୂରଣ ମିଳିବ

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।