ବଣାଇ: ବାଙ୍କି ରେଞ୍ଜ କେ.ବଳାଙ୍ଗ ଅଞ୍ଚଳରେ ପ୍ରାୟ ୪୦ଟି ହାତୀ ଉପଦ୍ରବ କରୁଛନ୍ତି, ଡାଳିମ୍ବଡ଼ିହ ଓ ବାଖରତୋଳା ଗାଁରେ ପଶି ୩ଟି ଘର ଭାଙ୍ଗି ଦେଲେ, ବିଲରେ ପଶି ଫସଲ ନଷ୍ଟ କଲେ

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।