ଶିକ୍ଷକ ସଂଘ ମିଳିତ ମଞ୍ଚ ସହ ବୈଠକ ପରେ ମନ୍ତ୍ରୀ ବଦ୍ରି ପାତ୍ର ଓ ଅନନ୍ତ ଦାସଙ୍କ ସୂଚନା- ଶିକ୍ଷକ ଆନ୍ଦୋଳନ ପ୍ରତ୍ୟାହାର କରିବା ନେଇ ଆଶାବାଦୀ, ସରକାର ଦାବି ସମ୍ପର୍କରେ ଅବଗତ ଅଛନ୍ତି