ସରକାରଙ୍କ ଅନୁରୋଧ ଓ ପିଲାଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଆନ୍ଦୋଳନ ସ୍ଥଗିତ ରଖିବାକୁ ଶିକ୍ଷକ ସଂଘର ନିଷ୍ପତ୍ତି: ମାର୍ଚ୍ଚ ୯ ତାରିଖ ପର୍ଯ୍ୟନ୍ତ ଆନ୍ଦୋଳନ ସ୍ଥଗିତ; ସଂଘର ୭ଟି ଦାବିରୁ ୬ଟି ଦାବି ପୂରଣର ପ୍ରତିଶ୍ରୁତି ମିଳିଥିବା ସୂଚନା