ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Politics
ମୋ ମନ ଶାନ୍ତ ହୋଇନି, ସମୟକୁ ଅପେକ୍ଷା କରିଛି: ପ୍ରଦୀପ
ବିଜେଡି ଶାସନକାଳରେ ହୋଇଥିବା ମାମଲା ମଧ୍ୟରୁ ଗତକାଲି ୨ଟି ଓ ଆଜି ୩ଟି ମାମଲାରେ ଜେଏମଏଫସି କୋର୍ଟଙ୍କ ଦ୍ୱାରା ଦୋଷମୁକ୍ତ ହେବାପରେ ବ୍ରହ୍ମପୁର ସାଂସଦ ଶ୍ରୀ ପାଣିଗ୍ରାହୀ ନବୀନ ପଟ୍ଟନାୟକ, ଭିକେ ପାଣ୍ଡିଆନ ଓ ଷଡ଼ଯନ୍ତ୍ରକାରୀଙ୍କ ଉପରେ ବର୍ଷିଛନ୍ତି ।
![BJD BJD](https://assets.odishareporter.in/uploadimage/library/16_9/16_9_3/BJD_1736350470.jpg)
Politics
‘ଓଡ଼ିଶାକୁ ଲୁଟ୍ ପାଇଁ ପାଣ୍ଡିଆନ୍ଙ୍କୁ ଠିକା ଦେଇଥିଲେ ନବୀନ’
ବ୍ରହ୍ମପୁର ସାଂସଦ ପ୍ରଦୀପ ପାଣିଗ୍ରାହୀ ଆହୁରି କହିଛନ୍ତି, ବିଜେଡି ସରକାରରେ CMOକୁ କରପସନ, କମିଶନ ଓ କଲେକ୍ସନର ହବ୍ କରାଯାଇଥିଲା। ନାଁ ନନେଇ ଜଣେ ବରିଷ୍ଠ IPSଙ୍କୁ ଟାର୍ଗେଟ୍ କରିଛନ୍ତି ପ୍ରଦୀପ।
Politics
ଅଖିଲେଶଙ୍କ ପରେ ଦିଲ୍ଲୀ ନିର୍ବାଚନରେ AAPକୁ ସମର୍ଥନ ଘୋଷଣା କଲେ ମମତା
ଦିଲ୍ଲୀ ବିଧାନସଭା ନିର୍ବାଚନରେ ପ୍ରଥମେ ଆପକୁ ସମର୍ଥନ ଘୋଷଣା କରିଥିଲା ଅଖିଲେଶ ଯାଦବଙ୍କ ସମାଜବାଦୀ ପାର୍ଟି। ଆଜି ତୃଣମୂଳ କଂଗ୍ରେସର ସମର୍ଥନ ପାଇଁ ମମତା ବାନାର୍ଜୀଙ୍କୁ ଧନ୍ୟବାଦ ଜଣାଇଲେ କେଜ୍ରିୱାଲ।
![Suresh Pujari Suresh Pujari](https://assets.odishareporter.in/uploadimage/library/16_9/16_9_3/IMAGE_1736261995.jpg)
Politics
ଜିଲ୍ଲାପାଳଙ୍କୁ ଦିଆଯାଇଛି ଟଙ୍କା, ୫ଦିନ ସୁଦ୍ଧା ଚାଷୀଙ୍କୁ ମିଳିବ କ୍ଷତିପୂରଣ : ରାଜସ୍ୱ ମନ୍ତ୍ରୀ
ଚାଷୀଙ୍କୁ କ୍ଷତିପୂରଣ ଦେବା ପ୍ରକ୍ରିୟା ସରକାର ଆରମ୍ଭ କରିସାରିଛନ୍ତି । ଆସନ୍ତା ୪-୫ ଦିନ ଭିତରେ କ୍ଷତିଗ୍ରସ୍ତ ଚାଷୀଙ୍କୁ ଏହି ସହାୟତା ରାଶି ବଂଟନ କାର୍ଯ୍ୟ ଶେଷ ହେବ ।
Politics
'ମୋତେ ମୁଖ୍ୟମନ୍ତ୍ରୀ ଆବାସରୁ ବାହାର କରାଯାଇଛି'; ଆତିଶୀଙ୍କ ସଂଗୀନ ଅଭିଯୋଗ
ଆବଶ୍ୟକ ହେଲେ ଯାଇ ସାଧାରଣ ଲୋକଙ୍କ ଘରେ ରହିବି, କିନ୍ତୁ ଦିଲ୍ଲୀର କାମ ବନ୍ଦ ହେବ ନାହିଁ ବୋଲି କହିଲେ ଆତିଶୀ। ମିଡିଆ ନେଇ ମୁଖ୍ୟମନ୍ତ୍ରୀ ଆବାସକୁ ଯିବୁ କହିଲେ ସଂଜୟ ସିଂହ।