ଗଞ୍ଜାମ ଜିଲ୍ଲାର ଗୋପାଳପୁରଠାରୁ ୧୩୦ କିଲୋମିଟର ଦୂରରେ ରହିଛି ଗଭିର ଅବପାତ, ଆସନ୍ତା ୬ ଘଣ୍ଟା ମଧ୍ୟରେ ବାତ୍ୟାର ରୂପ ନେଇପାରେ, ମଧ୍ୟରାତ୍ରିରେ ଏହା ଗୋପାଳପୁରକୁ ସ୍ଥଳଭାଗରେ ଛୁଇଁବ