ବାରିପଦା: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ରାଇରଙ୍ଗପୁର ଏଏସ୍‌ସିଓ ଗୋବର୍ଦ୍ଧନ ପୃଷ୍ଟିଙ୍କୁ ଗିରଫ କଲା ଭିଜିଲାନ୍ସ