ଭୁବନେଶ୍ୱର: ଜାନୁଆରୀ ୪ରୁ ୨୨ ଓ ଫେବୃଆରୀ ୧ରୁ ୧୦ ତାରିଖ ପର୍ଯ୍ୟନ୍ତ ରାଜଭବନ ବଗିଚା ଅପରାହ୍ନ ୩ରୁ ୫ଟା୩୦ଯାଏଁ ସର୍ବସାଧାରଣଙ୍କ ସକାଶେ ଖୋଲାଯିବ