ମାଲକାନଗିରି: ଦୁଇ ହାର୍ଡକୋର୍ ମାଓବାଦୀ ଶୁକଦେବ ଓ ରୁକ୍ମିଣୀଙ୍କ ଆତ୍ମସମର୍ପଣ, ସେମାନେ ପତି-ପତ୍ନୀ, ଶୁକଦେବଙ୍କ ନାଁର ୫ ଲକ୍ଷ ଓ ରୁକ୍ମିଣୀଙ୍କ ନାଁରେ ୩ ଲକ୍ଷ ପୁରସ୍କାର ରାଶି ଘୋଷଣା କରାଯାଇଥିଲା

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।