ମହାନଦୀ ଉପର ମୁଣ୍ଡରେ ପ୍ରକଳ୍ପ ନିର୍ମାଣ ପ୍ରସଙ୍ଗ:ସାଂସଦ ବୈଜୟନ୍ତ ପଣ୍ଡା କହିଲେ, ଓଡ଼ିଶାର କ୍ଷତି ହେବ, ମହାନଦୀର ପାଣି କମିବ, ହୀରାକୁଦ ଡ୍ୟାମ୍ ଉପରେ ପ୍ରଭାବ ପଡ଼ିବ