ରାଉରକେଲା: ବିଲ୍ ପାସ୍ କରାଇ ଦେବାକୁ କହି ଲାଞ୍ଚ ନେବା ବେଳେ ବୀରକେରା ସ୍ୱାସ୍ଥ୍ୟ କେନ୍ଦ୍ରର ଡାକ୍ତର ସଞ୍ଜୀବ କୁମାର ନାୟକ ଭିଜିଲାନ୍ସ ହାତରେ ଧରାପଡ଼ିଲେ